ଓଡ଼ିଶା ସମାଚାର

Archive

ସଂକ୍ଷେପରେ ତାଜା ଖବର : ହାର୍ଡ଼କୋର ମାଓବାଦୀ ର ଆତ୍ମସମର୍ପଣ

ବଣେଇ, ୩୦/୦୬/୨୦୧୭(ଓଡ଼ିଶା ସମାଚାର)- ଜଣେ ହାର୍ଡ଼କୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ହାର୍ଡ଼କୋର ମାଓବାଦୀ ଧରଣ ସିଂ ଆଜି ଆତ୍ମସମର୍ପଣ କରିଛନ୍ତି । ହାର୍ଡ଼କୋର ମାଓବାଦୀ ଧରଣ ସିଂ ଆଜି ବଣେଇ ଅତିରିକ୍ତ ଏସପି ଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

0 comment Read Full Article

ଏନ୍. ସି. ସି. ଓଡିଶାର ଡେପୁଟି ଡାଇରେକ୍ଟର ଜେନେରାଲ୍ଙ୍କ ଅବସର ଗ୍ରହଣ

    ଏନ୍. ସି. ସି. ଓଡିଶାର ଡେପୁଟି ଡାଇରେକ୍ଟର ଜେନେରାଲ୍ଙ୍କ ଅବସର ଗ୍ରହଣ

ଭୁବନେଶ୍ୱର, ୩୦/୦୬/୨୦୧୭(ଓଡ଼ିଶା ସମାଚାର)- ବିଗତ ୩୫ ବର୍ଷର ଅବିରାମ ସେବା ପ୍ରଦାନ କରି ଆଜି ଏନ୍. ସି. ସି. ଓଡିଶାର ଡେପୁଟି ଡାଇରେକ୍ଟର ଜେନେରାଲ କମୋଡର୍ ଏଲ୍. କେ. ଅଗ୍ରୱାଲ ତାଙ୍କ କାର୍ଯ୍ୟଭାରରୁ ଅବସର ଗ୍ରହଣ କରିଛନ୍ତି । ସେ ତାଙ୍କ

0 comment Read Full Article

ନାବାଳିକାକୁ ଅପହରଣ, ତାଳପଦା ଜଙ୍ଗଲରୁ ନାବାଳିକାର କଙ୍କାଳ ଉଦ୍ଧାର, ଜଣେ ଅଟକ

    ନାବାଳିକାକୁ ଅପହରଣ, ତାଳପଦା ଜଙ୍ଗଲରୁ ନାବାଳିକାର କଙ୍କାଳ ଉଦ୍ଧାର, ଜଣେ ଅଟକ

ହରିଚନ୍ଦନପୁର, ୩୦/୦୬/୨୦୧୭(ଓଡ଼ିଶା ସମାଚାର)-କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅର୍ନ୍ତଗତ ତାଳପଦା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଜଣେ ନାବାଳିକାର କଙ୍କାଳ ଉଦ୍ଧାର ହୋଇଛି  । ଶବଟି ଗତ ୧୩ ତାରିଖର ନିଖୋଜ ଥିବା କାଳିଆପାଣି ଥାନା ଅର୍ନ୍ତଗତ ଗୁରୁଜଙ୍ଗପାଳ ଗ୍ରାମର ଲେମ୍ବୋ ସିଂ

0 comment Read Full Article

କେନ୍ଦ୍ରାପଡ଼ାର ବିବାଦିୟ ଏସପି ସତିଶ ଗଜଭିୟେଙ୍କ ଉପରୁ ନିଲମ୍ବନ ଉଠିଲା

ଭୁବନେଶ୍ୱର, ୩୦/୦୬/୨୦୧୭(ଓଡ଼ିଶା ସମାଚାର)-  କେନ୍ଦ୍ରାପଡ଼ାର ବିବାଦିୟ ଏସପି ସତିଶ ଗଜଭିୟେଙ୍କ ଉପରୁ ନିଲମ୍ବନ ଉଠିଛି । ଗତ ୨ ବର୍ଷ ତଳେ ୨୦୧୭ ଅଗଷ୍ଟ ମାସ ୧୩ ତାରିଖରେ ବିବାଦିୟ ଆତ୍ମଘୋଷିତ ଭଗବାନ ସାରଥୀ ବାବା ଓରଫ ଅନ୍ତାଷ ରାଉଳ ଙ୍କୁ

0 comment Read Full Article

ଦକ୍ଷତା ବିକାଶ ମେଳାରେ ଯୁବ ବର୍ଗଙ୍କୁ ତାଲିମ୍ ପ୍ରଦାନ

    ଦକ୍ଷତା ବିକାଶ ମେଳାରେ ଯୁବ ବର୍ଗଙ୍କୁ ତାଲିମ୍ ପ୍ରଦାନ

ତାରପୁର, ୩୦/୦୬/୨୦୧୭(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ତାରପୁର ପଂଚାୟତ ଗୋକଳପୁରସ୍ଥିତ ଓଡ଼ିଶା ଶିଳ୍ପ ତାଲିମ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ପକ୍ଷରୁ ଆୟୋଜିତ ଦକ୍ଷତା ବିକାଶ ମେଳାରେ

0 comment Read Full Article

ଏସିଆନ୍ ଆଥଲେଟିକ୍ ଚାମ୍ପିଅନସିପ୍ : ସଫଳ ଓଡ଼ିଆ କ୍ରୀଡ଼ାବିତ୍ଙ୍କୁ କିଟ୍ର ଆର୍ଥିକ ପ୍ରୋତ୍ସାହନ

    ଏସିଆନ୍ ଆଥଲେଟିକ୍ ଚାମ୍ପିଅନସିପ୍ : ସଫଳ ଓଡ଼ିଆ କ୍ରୀଡ଼ାବିତ୍ଙ୍କୁ କିଟ୍ର ଆର୍ଥିକ ପ୍ରୋତ୍ସାହନ

ଭୁବନେଶ୍ୱର, ୩୦/୦୬/୨୦୧୭(ଓଡ଼ିଶା ସମାଚାର)- ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିଅମ୍ଠାରେ ଜୁଲାଇ ୫ତାରିଖରୁ ଆରମ୍ଭ ହେବାକୁ ଯାଉଛି ୨୨ତମ ଏସିଆନ୍ ଆଥଲେଟିକ୍ ଚାମ୍ପିଅନ୍ସିପ୍ । ଏଥିରେ ପ୍ରାୟ ୪୫ଟି ଦେଶର

0 comment Read Full Article

ଚୋରା ବାଇକ ଜବତ, ଜଣେ ଗିରଫ

ଯାଜପୁର, ୩୦/୦୬/୨୦୧୭(ଓଡ଼ିଶା ସମାଚାର/ଏ.ରାଉତ) – ଯାଜପୁର ଜିଲୋା ଜେନାପୁର ଥାନ  ଅନ୍ତର୍ଗତ ମହିଶରା ପଂଚାୟତ ବରଡା ଗ୍ରାମର ନନ୍ଦକିଶୋର ମଳିକଙ୍କ ପୁଅ ଶରତ ମଳିକ (୪୧)ଙ୍କୁ ଚୋରା

0 comment Read Full Article

ବାବା କଳ୍ପତରୁ ଦାସଙ୍କ ଏକବିଂଶ ଦିବସ ପାଳିତ

ଯାଜପୁର, ୩୦/୦୬/୨୦୧୭(ଓଡ଼ିଶା ସମାଚାର/ଏ.ରାଉତ) – ଯାଜପୁର ଜିଲା ଧର୍ମଶାଳା ବ୍ଲକ ବଳରାମପୁର ରାମଗଡ ଆଶ୍ରମର ପ୍ରତିଷ୍ଠାତା ବାବା କଳ୍ପତରୁ ଦାସ ମହାରଜଙ୍କ ପରଲୋକ ପରେ ୨୧ତମ ଦିବସ

0 comment Read Full Article

ଜଙ୍ଗଲ ଜମିରେ ଚାଲିଥିବା ବେଆଇନ କୋକ୍ ପ୍ଲାନ୍ଟ ବନ୍ଦ କରିବାକୁ ଦାବି

    ଜଙ୍ଗଲ ଜମିରେ ଚାଲିଥିବା  ବେଆଇନ କୋକ୍ ପ୍ଲାନ୍ଟ ବନ୍ଦ କରିବାକୁ ଦାବି

ଯାଜପୁର, ୩୦/୦୬/୨୦୧୭(ଓଡ଼ିଶା ସମାଚାର/ଏ.ରାଉତ) – ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଅଞ୍ଜିରା (ବାଲିସାହି) ଠାରେ ମହାବୀର କୋକ୍  ଇଣ୍ଡଷ୍ଟ୍ରିଜ୍ ନାମରେ ଏକ ଶିଳ୍ପ ସଂସ୍ଥା ବହୁବର୍ଷ

0 comment Read Full Article

ବଡଚଣାରେ ଆଦର୍ଶ ବିଦ୍ୟାଳୟ ପରିକଳ୍ପନା: ଶିଳାନ୍ୟାସ ଅପେକ୍ଷାରେ

 ଯାଜପୁର, ୩୦/୦୬/୨୦୧୭(ଓଡ଼ିଶା ସମାଚାର/ଏ.ରାଉତ) – ଯାଜପୁର ଜିଲ୍ଳାର ୬ଷ୍ଠ ଆଦର୍ଶ ବିଦ୍ୟାଳୟ ବଡଚଣା ଅଂଚଳରେ ପ୍ରତିଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଜମି ଚିହ୍ନଟ ଓ ଭିତିଭୂମି

0 comment Read Full Article
1 2 3 90