ଓଡ଼ିଶା ସମାଚାର

Archive

ସଂକ୍ଷେପରେ ଖବର : ପୂର୍ବ ଶତୃତାରୁ ଗୁଳି ମାଡ଼ରେ ଯୁବକ ଆହତ

    ସଂକ୍ଷେପରେ ଖବର : ପୂର୍ବ ଶତୃତାରୁ ଗୁଳି ମାଡ଼ରେ ଯୁବକ ଆହତ

ନିଶ୍ଚିନ୍ତକୋଇଲି, ୩୦/୦୪/୨୦୧୭(ଓଡ଼ିଶା ସମାଚାର) –ପୂର୍ବ ଶତୃତାରୁ ଗୁଳି ମାଡ଼ରେ ଜଣେ ଯୁବକ ଆହତ ହୋଇଛନ୍ତି । ମିଳିଥିବା ଖବର ଅନୁସାରେ ଆଜି ଦିନ ପ୍ରାୟ ୧୦ ଟା ବେଳେ କୋଚିଳାଇ ଠାକୁରାଣି ନିକଟରେ ପାଇକରାପୁର ଗ୍ରାମର ତପନ ବେହରା ଙ୍କ ଉପରକୁ

0 comment Read Full Article

୧୦ ହଜାର ଟଙ୍କା ଲାଂଚ ନେଇ ପୋଲିସ ଏଏସଆଇ ଗିରଫ

କଟକ ୩୦/୦୪/୨୦୧୭(ଓଡ଼ିଶା ସମାଚାର) –ଏକ ମାମଲାରେ ଅଭିଯୂକ୍ତ ଥିବା ଜଣେ ବ୍ୟକ୍ତି ଙ୍କୁ ଜାମିନରେ ଛାଡିବା ପାଇଁ ୧୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ କେନ୍ଦ୍ରାପଡା ଟାଉନ ଥାନା ଏଏସଆଇ ହାଡିବନ୍ଧୁ ଦଳେଇ ଭିଜିଲାନସ ଜାଲ ରେ ପଡିଛନ୍ତି ।

0 comment Read Full Article

୨ ଲକ୍ଷ ଟଙ୍କା ନେଇ ଆସିଷ୍ଟାଂଟ ଇଂଜିନିୟର ଭିଜିଲାନସ ଜାଲରେ

   କଟକ ୩୦/୦୪/୨୦୧୭(ଓଡ଼ିଶା ସମାଚାର) –ମୟୁରଭଂଜ ଜିଲ୍ଲା କରଂଜିଆ ଉଠାଜଳସେଚନ ବିଭାଗ ଆସିଷ୍ଟାଂଟ ଇଂଜିନିୟର ସୁଧୀର କୁମାର ବାଗ ୨ ଲକ୍ଷ ଟଙ୍କା ଲାଂଚ ନେବା ଅଭିଯୋଗରେ   ଭିଜିଲାନସ ଜାଲ ରେ ପଡିଛନ୍ତି । ବେଗୁନବିନ୍ଧା ନଦୀ ଉଠାଜଳସେଚନ ପ୍ରୋଜେକ୍ଟ ର

0 comment Read Full Article

ପେଟ୍ରୋଲ ଓ ଡ଼ିଜେଲ ଦର ବୃଦ୍ଧି

    ପେଟ୍ରୋଲ ଓ ଡ଼ିଜେଲ ଦର ବୃଦ୍ଧି

ଭୁବନେଶ୍ୱର, ୩୦/୦୪/୨୦୧୭(ଓଡ଼ିଶା ସମାଚାର) – ପୁଣି ପେଟ୍ରୋଲ ଓ ଡ଼ିଜେଲ ଦର ବୃଦ୍ଧି  ଘଟିଛି । ପେଟ୍ରୋଲ ଲିଟର ପ୍ରତି ୦୧ ପଇସା ବୃଦ୍ଧି ପାଇଥିବାବେଳେ ଡ଼ିଜେଲ ଲିଟର ପ୍ରତି ୪୪ ପଇସା ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ଦର

0 comment Read Full Article

୯ଟି ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ

    ୯ଟି ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ

ଭୁବନେଶ୍ୱର, ୩୦/୦୪/୨୦୧୭(ଓଡ଼ିଶା ସମାଚାର) –ଗତ ନଭେମ୍ବର ମାସ ୩୦ ତାରିଖରୁ ଡ଼ିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ ।

0 comment Read Full Article

ଆଇନ ସଚେତନତା ଶିବିର

    ଆଇନ ସଚେତନତା ଶିବିର

ପାରଳାଖେମୁଣ୍ଡି, ୩୦/୦୪/୨୦୧୭(ଓଡ଼ିଶା ସମାଚାର) –ଗଜପତି ଜିଲ୍ଳା ଗୁମ୍ମା ବ୍ଳକ ଗୃଦô ଠାରେ ଏକ ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ଦେôାଇଥିଲା  ।  ଏଦôି ସଚେତନତା କାର୍ଯ୍ୟକ୍ରମରେ

0 comment Read Full Article

ସାମୁଟିଆ ସାଦôି ନାଳର ଅବ୍ୟବସ୍ଥା ଯୋଗୁଁ ଘରମାନଙ୍କରେ ପାଣି ପଶୁଚ୍ଥି

    ସାମୁଟିଆ ସାଦôି ନାଳର ଅବ୍ୟବସ୍ଥା ଯୋଗୁଁ ଘରମାନଙ୍କରେ ପାଣି ପଶୁଚ୍ଥି

 ପାରଳାଖେମୁଣ୍ଡି, ୩୦/୦୪/୨୦୧୭(ଓଡ଼ିଶା ସମାଚାର) –ଗଜପତି ଜିଲ୍ଳା ୩ନଂ ୱାର୍ଡରେ ଥିବା ସାମୁଟିଆ ସାଦôିର ଯେଉଁ ନାଳଟି ଅଚ୍ଥି  ଚଉଡା ନଥିବା ଯୋଗୁଁ ଟିକେ ବର୍ଷା ଦେôଲେ ଘର

0 comment Read Full Article

ଢେଙ୍କାନାଳ ଜିଲ୍ଲାରେ କଂଗ୍ରେସ ସଂଗଠନ ନିଶ୍ଚିହ୍ନ – ପୂର୍ବତନ କଂଗ୍ରେସ ବିଧାୟକ ସୁଧୀର ସାମଲଙ୍କ ନେତୃତ୍ୱରେ ୨୦୦୦ରୁ ଊଦ୍ଧ୍ୱର୍ କଂଗ୍ରେସ କର୍ମୀ ବିଜୁ ଜନତା ଦଳରେ ସାମିଲ

    ଢେଙ୍କାନାଳ ଜିଲ୍ଲାରେ କଂଗ୍ରେସ ସଂଗଠନ ନିଶ୍ଚିହ୍ନ –  ପୂର୍ବତନ କଂଗ୍ରେସ ବିଧାୟକ ସୁଧୀର ସାମଲଙ୍କ ନେତୃତ୍ୱରେ ୨୦୦୦ରୁ ଊଦ୍ଧ୍ୱର୍ କଂଗ୍ରେସ କର୍ମୀ ବିଜୁ ଜନତା ଦଳରେ ସାମିଲ

  ଭୁବନେଶ୍ୱର, ୩୦/୦୪/୨୦୧୭(ଓଡ଼ିଶା ସମାଚାର) –ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଢେଙ୍କାନାଳର ପୂର୍ବତନ ବିଧାୟକ

0 comment Read Full Article

ଲୋକଙ୍କ ସେବା କର ଓ ସେମାନଙ୍କ ହୃଦୟ ଜିଣ – ୧୨ତମ ଦିବସରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ପଂଚାୟତ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

    ଲୋକଙ୍କ ସେବା କର ଓ ସେମାନଙ୍କ ହୃଦୟ ଜିଣ – ୧୨ତମ ଦିବସରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ପଂଚାୟତ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର, ୩୦/୦୪/୨୦୧୭(ଓଡ଼ିଶା ସମାଚାର) – ଜିଲ୍ଲାୱାରୀ ପଂଚାୟତ ପ୍ରତିନିଧିମାନଙ୍କ ସହ ବିଜେଡି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସିଧାସଳଖ ଆଲୋଚନାର ଆଜି ଥିଲା ୧୨ତମ

0 comment Read Full Article

ଅବସରକାଳିନ ସମ୍ବର୍ଦ୍ଧନା ଉତ୍ସବ

    ଅବସରକାଳିନ ସମ୍ବର୍ଦ୍ଧନା ଉତ୍ସବ

 ତାରପୁର, ୩୦/୦୪/୨୦୧୭(ଓଡ଼ିଶା ସମାଚାର) –ରଘୁନାଥପୁର ବ୍ଲକ୍ ଶିକ୍ଷାଧିକାରୀଙ୍କ ଅଧିନରେ ଥିବା ମୁଗୁରିଆ କ୍ଲଷ୍ଟର ଅନ୍ତର୍ଗତ  ତାରପୁର ଉପ୍ରା ବିଦ୍ୟାଳୟ ଠାରେ ଅବସରକାଳିନ ସମ୍ବର୍ଦ୍ଧନା ଉତ୍ସବ  ଅନୁଷ୍ଠିତ ହୋଇ

0 comment Read Full Article
1 2 3 100