ଓଡ଼ିଶା ସମାଚାର

ପର୍ଯ୍ୟଟନ ଓ ସଂସ୍କୃତି

 Current News
  • No posts where found

ମେଁ ୧ରୁ ଭିତରକନିକା ବନ୍ଦ ରହିବ

  ମେଁ ୧ରୁ ଭିତରକନିକା ବନ୍ଦ ରହିବ

ରାଜନଗର ,୨୮/୦୪/୨୦୧୭(ଓଡ଼ିଶା ସମାଚାର) –ଆସନ୍ତା ମେଁ ୧ ତାରିଖରୁ ପର୍ଯ୍ୟଟକମାନଙ୍କ ପାଇଁ ଭିତରକନିକା ବନ୍ଦ ରହିବ  । ମେଁ୧ ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଭିତରକନିକା ବନ୍ଦ୍

0 comment Read Full Article

ଓଡ଼ିଶାକୁ ‘ଇଣ୍ଡିଆ ଟୁଡେ’ ପର୍ଯ୍ୟଟନ ପୁରସ୍କାର

 ଭୁବନେଶ୍ୱର, ୨୪/୦୪/୨୦୧୭(ଓଡ଼ିଶା ସମାଚାର) –‘ଇଣ୍ଡିଆ ଟୁଡେ’ ଗ୍ରୁପ ପକ୍ଷରୁ ଜାତୀୟସ୍ତରରେ ଓଡ଼ିଶାକୁ ‘ଇଣ୍ଡିଆ ଟୁଡେ ପର୍ଯ୍ୟଟନ ପୁରସ୍କାର’ ମିଳିବ । ଓଡ଼ିଶାର ଗୋପାଳପୁରକୁ ବେଳାଭୂମି ଓ ଉପକୂଳ

0 comment Read Full Article

ପର୍ଯ୍ୟଟନ ସ୍ଥଳୀ ଗୁଡିକର ସୋ÷ନ୍ଦର୍ଯ୍ୟ ଦôାନି ନ କରିବା ପାଇଁ ନିବେଦନ

ପାରଳାଖେମୁଣ୍ଡି, ୧୪/୦୪/୨୦୧୭ ( ଓଡ଼ିଶା ସମାଚାର)-ଗଜପତି ଜିଲ୍ଲା ସ୍ଥିତ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀମାନଙ୍କରେ ବର୍ଷତମାମ୍ ବିଭିନ୍ନ ଅଂଚଳରୁ ପର୍ଯ୍ୟଟକ ମାନେ, ବଣଭୋଜି ଓ ଆମୋଦ ପ୍ରମୋଦ ପାଇଁ

0 comment Read Full Article

ଚତୁର୍ଥ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ : ବୈଷୟିକ ଅଧିବେଶନରେ ବହୁ ବିଦ୍ୱାନଙ୍କ ଆଲୋଚନା

  ଚତୁର୍ଥ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ : ବୈଷୟିକ ଅଧିବେଶନରେ ବହୁ ବିଦ୍ୱାନଙ୍କ ଆଲୋଚନା

ଯାଜପୁର, ୧୩/୦୪/୨୦୧୭ ( ଓଡ଼ିଶା ସମାଚାର/ଅକ୍ଷୟ ରାଉତ)- ମନୋରମ ବୌଦ୍ଧପୀଠ ଉଦୟଗିରି ଠାରେ ଅନୁଷ୍ଠିତ ହେଉଥିବା ୪ର୍ଥ ଆନ୍ତର୍ଜାତିକ କଳିଙ୍ଗ ବୌଦ୍ଧ ସମ୍ମିଳନୀର ପ୍ରଥମ ଦିବସ ଅପରାହ୍ନରେ

0 comment Read Full Article

ବୁଦ୍ଧଦେବ ଜଣେ ବ୍ୟକ୍ତି ନଥିଲେ ଅତୁ୍ୟଚ୍ଚ ଆଧ୍ୟାତ୍ମିକ ଚେତନାର ପ୍ରତୀକ ଥିଲେ-ବାଗଚି

  ବୁଦ୍ଧଦେବ ଜଣେ ବ୍ୟକ୍ତି ନଥିଲେ ଅତୁ୍ୟଚ୍ଚ ଆଧ୍ୟାତ୍ମିକ ଚେତନାର ପ୍ରତୀକ ଥିଲେ-ବାଗଚି

ମହାନଦୀ ଅବବାହିକା ବୌଦ୍ଧଧର୍ମକୁ ପ୍ରଭାବିତ କରିଥିଲା-ମନ୍ତ୍ରୀ ଯାଜପୁର, ୧୨/୦୪/୨୦୧୭ ( ଓଡ଼ିଶା ସମାଚାର/ଅକ୍ଷୟ ରାଉତ) – ପ୍ରସିଦ୍ଧ ମନୋରମ ବୌଦ୍ଧପୀଠ ଉଦୟଗିରି ଠାରେ କଳିଙ୍ଗ, ଆନ୍ତର୍ଜାତିକ ବୌଦ୍ଧ

0 comment Read Full Article

୪ର୍ଥ କଳିଙ୍ଗ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ ଉଦୟଗିରି ଓ ଭୁବନେଶ୍ୱର ଠାରେ ଅନୁଷ୍ଠିତ

  ୪ର୍ଥ କଳିଙ୍ଗ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ ଉଦୟଗିରି ଓ ଭୁବନେଶ୍ୱର ଠାରେ ଅନୁଷ୍ଠିତ

ଭୁବନେଶ୍ୱର, ୧୦/୦୪/୨୦୧୭ ( ଓଡ଼ିଶା ସମାଚାର)-ବିଗତ ୨୦୧୩ ମସିହାଠାରୁ ଓଡିଶାର ବୌଦ୍ଧ ଐତିହ୍ୟକୁ ଏକ ପ୍ରମୁଖ ଉପାଦାନ ଭାବରେ ଦେଶ ମଧ୍ୟରେ ଏବଂ ଦେଶ ବାହାରେ ଏକ

0 comment Read Full Article

ସଂସ୍କୃତି ବିଭାଗ ପକ୍ଷରୁ ସପ୍ତାହବ୍ୟାପୀ ନବବର୍ଷ ସମାରୋହ ଉଦ୍ଘାଟିତ – ପଟ୍ଟଚିତ୍ର ଓ ଲଳିତକଳା ପ୍ରଦର୍ଶନୀ, ପୁସ୍ତକ ଲୋକାର୍ପିତ

  ସଂସ୍କୃତି ବିଭାଗ ପକ୍ଷରୁ ସପ୍ତାହବ୍ୟାପୀ ନବବର୍ଷ ସମାରୋହ ଉଦ୍ଘାଟିତ – ପଟ୍ଟଚିତ୍ର ଓ ଲଳିତକଳା ପ୍ରଦର୍ଶନୀ, ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର, ୦୯/୦୪/୨୦୧୭ ( ଓଡ଼ିଶା ସମାଚାର)-ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଆ ନବବର୍ଷ ପାଳନ ଉଦ୍ଧେଶ୍ୟରେ ସପ୍ତାହବ୍ୟାପୀ ଉତ୍ସବ ନବବର୍ଷ ଅନୁଚିନ୍ତା: ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ପାର୍ବଣ

0 comment Read Full Article

ସପ୍ତାହବକ୍ରାପୀ ଓଡ଼ିଆ ନବବର୍ଷ ମହୋତ୍ସବ ୮ ରୁ – ଉଦଯାପନୀ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୦୭/୦୪/୨୦୧୭ ( ଓଡ଼ିଶା ସମାଚାର)-ଓଡ଼ିଶାର ସଂସ୍କୃତ, ଐତିହ୍ୟ ଓ ପରମ୍ପରାକୁ ଅଧିକ ରୁଦ୍ଧିମନ୍ତ କରିବା ସହ ଅସ୍ମିତାବୋଧ ସମସ୍ତଙ୍କୁ ସଚେତନ ଓ ତାଗିଦ କରିବା ଉଦ୍ଧେଶ୍ୟରେ

0 comment Read Full Article

ଆନ୍ତର୍ଜାତିକ କଳିଙ୍ଗ ବୌଦ୍ଧ ସମ୍ମିଳନୀ ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକ

  ଆନ୍ତର୍ଜାତିକ କଳିଙ୍ଗ ବୌଦ୍ଧ ସମ୍ମିଳନୀ ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକ

ଯାଜପୁର, ୦୪/୦୪/୨୦୧୭(ଓଡ଼ିଶା ସମାଚାର/ଅକ୍ଷୟ ରାଉତ)- ଉଦୟଗିରିର ବିକାଶ ପାଇଁ ମିଳିତ ଯୋଜନା ଦରକାର ଓ ଏଥିପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଗଲେ ସେ ବ୍ୟକ୍ତିଗତ ଭାବେ

0 comment Read Full Article

ଶକ୍ତିମନ୍ତ୍ରୀଙ୍କର ଅବିଶ୍ରାନ୍ତ ଉଦ୍ୟମ ପାଇଁ ପର୍ଯ୍ୟଟକଙ୍କୁ ଖୁସି ବାନ୍ଟିବ ସ୍ୱପ୍ନର ପ୍ରକଳ୍ପ ‘କୁସୁମା’

  ଶକ୍ତିମନ୍ତ୍ରୀଙ୍କର ଅବିଶ୍ରାନ୍ତ ଉଦ୍ୟମ ପାଇଁ  ପର୍ଯ୍ୟଟକଙ୍କୁ ଖୁସି ବାନ୍ଟିବ ସ୍ୱପ୍ନର ପ୍ରକଳ୍ପ ‘କୁସୁମା’

ଯାଜପୁର, ୦୪/୦୪/୨୦୧୭(ଓଡ଼ିଶା ସମାଚାର/ଅକ୍ଷୟ ରାଉତ)- ଯାଜପୁର ସହରରେ ବିଗତ ସାତ ବର୍ଷ ମଧ୍ୟରେ ବହୁବିଧ ପ୍ରକଳ୍ପର କାର୍ଯ୍ୟ ଆଗେଇ ଚାଲିଛି । ଫଳରେ ଏହି ସହରର ଛବି

0 comment Read Full Article

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...