ଓଡ଼ିଶା ସମାଚାର

କୃଷି

 Current News
  • No posts where found

ଖରିଫ ଋତୁ ଆରମ୍ଭ : ଏକ କୋଟି ଟନ୍ ଖାଦ୍ୟଶସ୍ୟ ଉପôାଦନ ଲକ୍ଷ୍ୟ

ଭୁବନେଶ୍ୱର, ୨୭/୦୪/୨୦୧୭(ଓଡ଼ିଶା ସମାଚାର) –କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ଖରିଫ ପ୍ରସ୍ତୁତ ଆରମ୍ଭ ହୋଇଛି । ଚଳିତ ବର୍ଷ ୧୦୦ ଲକ୍ଷ ମେଟି୍ରକଟନ୍ ଖାଦ୍ୟଶସ୍ୟ

0 comment Read Full Article

ଧାନ ସଂଗ୍ରହରେ ରେକର୍ଡ କରିବ ଓଡ଼ିଶା

  ଧାନ ସଂଗ୍ରହରେ ରେକର୍ଡ କରିବ ଓଡ଼ିଶା

ଭୁବନେଶ୍ୱର, ୨୬/୦୪/୨୦୧୭(ଓଡ଼ିଶା ସମାଚାର) –ରାଜ୍ୟ ସଚିବାଳୟରେ ମଙ୍ଗଳବାର ରାଜ୍ୟସ୍ତରୀୟ ଧାନ ସଂଗ୍ରହ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ମେ ୧ରୁ ଜୁନ ୩୦ ସୁଦ୍ଧା

0 comment Read Full Article

ମାଟିର ମଣିଷ କୈଳାସ ଚନ୍ଦ୍ର ସାହୁ -ଚାଷ ହେଉଛି ପେସା

  ମାଟିର ମଣିଷ କୈଳାସ ଚନ୍ଦ୍ର ସାହୁ -ଚାଷ ହେଉଛି ପେସା

ହରିଚନ୍ଦନପୁର, ୨୫/୦୪/୨୦୧୭(ଓଡ଼ିଶା ସମାଚାର) –ଦୃଢ ଇଚ୍ଛାଶକ୍ତି ଆଗରେ ହାରମାନିଛି ବୟସ । ଚାଷ ତାଙ୍କ ପାଇଁ ପାଲଟିଛି ନିଶା  । ପରିଣତ ବୟଷରେ ବି ଚାଷ ପ୍ରତି

0 comment Read Full Article

ଫୁଲନଖରାସ୍ଥିତ ପ୍ରାଣୀଧନ ନିରୀକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ତରଫରୁ ମସô୍ୟ ଓ ପ୍ରାଣୀସମ୍ପଦ ବିକାଶ ସଚିବ ବିଷ୍ଣୁପଦ ସେଠୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

  ଫୁଲନଖରାସ୍ଥିତ ପ୍ରାଣୀଧନ ନିରୀକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ତରଫରୁ ମସô୍ୟ ଓ ପ୍ରାଣୀସମ୍ପଦ ବିକାଶ ସଚିବ ବିଷ୍ଣୁପଦ ସେଠୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୨୪/୦୪/୨୦୧୭(ଓଡ଼ିଶା ସମାଚାର) –ଫୁଲନଖରା ପ୍ରାଣୀ ରୋଗ ଗବେଷଣା ପ୍ରତିଷ୍ଠାନସ୍ଥିତ ପ୍ରାଣୀଧନ ନିରୀକ୍ଷକ ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟୟନରତ ଦୁଇ ବର୍ଷିଆ ଡ଼ିପ୍ଲୋମା ପାଠ୍ୟକ୍ରମର ଛାତ୍ରମାନଙ୍କ ତରଫରୁ ମସô୍ୟ

0 comment Read Full Article

ହରିଚନ୍ଦନପୁର ବ୍ଲକ ଧାନ ମଣ୍ଡିରେ ଅଧାରୁ ଧାନକିଣା ବନ୍ଦ୍, ଚାଷୀ ହନ୍ତସନ୍ତ

  ହରିଚନ୍ଦନପୁର ବ୍ଲକ ଧାନ ମଣ୍ଡିରେ ଅଧାରୁ ଧାନକିଣା ବନ୍ଦ୍, ଚାଷୀ ହନ୍ତସନ୍ତ

ହରିଚନ୍ଦନପୁର, ୨୩/୦୪/୨୦୧୭(ଓଡ଼ିଶା ସମାଚାର) – କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକରେ ଥିବା ୪ଟି ସମବାୟ ସମିତିରେ ଅଧାରୁ ଧାନ କିଣା ବନ୍ଦ ହେଇଯିବା କାରଣରୁ ଧାନର ଅଭାବି

0 comment Read Full Article

ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ପାଇଁ ଚେତାବନୀ – ହାଇଲେଭଲ କେନାଲରେ ପାଣି ଛାଡିବାକୁ ଦାବି

  ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ପାଇଁ ଚେତାବନୀ – ହାଇଲେଭଲ କେନାଲରେ ପାଣି ଛାଡିବାକୁ ଦାବି

 ଯାଜପୁର, ୨୩/୦୪/୨୦୧୭(ଓଡ଼ିଶା ସମାଚାର) – ହାଇଲେଭଲ କେନାଲ ଆଜକୁ ୨ବର୍ଷ ହେବ ଶୁଖିଲା ପଡିବାରୁ କୃଷକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ମୁଖ୍ୟ କେନାଲରେ ପାଣି ନଥିବାରୁ

0 comment Read Full Article

କ୍ଷୁଦ୍ର ଚାଷୀଙ୍କ ସ୍ୱାର୍ଥ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର, ୨୨/୦୪/୨୦୧୭(ଓଡ଼ିଶା ସମାଚାର) –ରାଜ୍ୟ କ୍ଷୁତ୍ର ଚାଷୀମାନଙ୍କ ଜୀବନଧାରଣରେ ଉନ୍ନତି ଆଣିବା ଏବଂ କୃଷି କ୍ଷେତ୍ରର ସାମୂହିକ ବିକାଶ ଲାଗି ଶୁକ୍ରବାର ସନ୍ଧ୍ୟାରେ ସଚିବାଳୟଠାରେ ରାଜ୍ୟ ସରକାରଙ୍କ

0 comment Read Full Article

ପ୍ରାଣୀ ଚିକିତ୍ସା ଶିବିର

ବେଙ୍ଗାମୁଣ୍ଡା, ୧୪/୦୪/୨୦୧୭ ( ଓଡ଼ିଶା ସମାଚାର)-ବଲାଙ୍ଗିର ଜିଲ୍ଲା ବେଙ୍ଗାମୁଣ୍ଡା ବ୍ଲକ ଅନ୍ତର୍ଗତ ଝଲପ ନିକଟସ୍ଥ ସାଲେବରଟ ଗ୍ରାମ ରେ ସିନ୍ଧେକେଲା ରେ ଥିବା ସତ୍ୟନାଥ ଭଜନ ମଣ୍ଡଲୀ

0 comment Read Full Article

ବର୍ଷା ଓ ବନ୍ୟାଜଳ ନିଷ୍କାସନରେ ବ୍ୟାଘତ ସୃଷ୍ଟି ଯୋଗୁଁ କଣାସ ଅଂଚଳ ଧାନଜମି ବଣପାଲଟିଲାଣି

କଣାସ,୧୩/୦୪/୨୦୧୭(ଓଡ଼ିଶା ସମାଚାର) – କେନ୍ଦ୍ର ଓ ରାଜ୍ୟସରକାର ଚାଷୀମାନଙ୍କର ଉନ୍ନତି ହେଲେ ଦେଶର ପ୍ରଗତି ସମ୍ଭବବୋଲି ଯୋଜନାପରେ ଯୋଜନାକରି କୋଟି କୋଟି ଟଙ୍କା ଖର୍ଚ୍ଚକରିଚାଲିଥିବା ଗଣମାଧ୍ୟମରେ ଡେଙ୍ଗୁରା

0 comment Read Full Article

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶାଗସ୍ତ ପରିପ୍ରେକ୍ଷୀରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟବୃଦ୍ଧି ଦାବିକୁ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବା ଉଦ୍ଧେଶ୍ୟରେ ଆୟୋଜିତ ଧାରଣାକୁ ଅନୁମତି ମିଳିଲାନାହିଁ

ଭୁବନେଶ୍ୱର, ୧୩/୦୪/୨୦୧୭ ( ଓଡ଼ିଶା ସମାଚାର)-ରାଜ୍ୟର ପ୍ରମୁଖ କୃଷକ ସଂଗଠନ ନବନିର୍ମାଣ କୃଷକ ସଂଗଠନ ବାରମ୍ବାର ଚାଷୀଙ୍କ ଉପôାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ, ଚାଷୀଙ୍କୁ ପେନ୍ସନ ଓ

0 comment Read Full Article

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...