ଓଡ଼ିଶା ସମାଚାର

ବିଶେଷ

 Current News

ସମଲେଇଗୁଡ଼ି ହୁଣ୍ଡିରୁ ୨.୨୨ଲକ୍ଷ ସଂଗୃହୀତ

ସମ୍ବଲପୁର, ୨୯/୦୪/୨୦୧୭(ଓଡ଼ିଶା ସମାଚାର) – ସମ୍ବଲପୁର ସମଲେଇଗୁଡ଼ିର ହୁଣ୍ଡି ଶୁକ୍ରବାର ମାସେ ଅନ୍ତରାଳରେ ଖୋଲାଯାଇ ୨ଲକ୍ଷ ୨୨ହଜାର ୯୦୧ଟଙ୍କା ସଂଗ୍ରହ କରାଯାଇଛି । ଶ୍ରୀ ଶ୍ରୀ ସମଲେଶ୍ୱରୀ ଟ୍ରଷ୍ଟବୋର୍ଡ ସଭାପତି ସଞ୍ଜୟ ବାବୁ, ସଭ୍ୟବୃନ୍ଦ ପ୍ରଫୁଲ୍ଲ ହୋତା, ହେମନ୍ତ ମିଶ୍ର, ବୀରେନ୍ଦ୍ର

0 comment Read Full Article

ଆଦିମ ଜନଜାତି ମାଙ୍କିଡିଆ ବର୍ଗର ପ୍ରଥମ ମାଟ୍ରିକ ପାସ ଛାତ୍ରୀ କୁହା ଯାଉଥିବା ମୋନିକା ମାଙ୍କିଡିଆଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ଆଦିମ ଜନଜାତି ମାଙ୍କିଡିଆ ବର୍ଗର ପ୍ରଥମ ମାଟ୍ରିକ ପାସ ଛାତ୍ରୀ କୁହା ଯାଉଥିବା ମୋନିକା ମାଙ୍କିଡିଆଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

 ଭୁବନେଶ୍ୱର, ୨୯/୦୪/୨୦୧୭(ଓଡ଼ିଶା ସମାଚାର) – ଆଦିମ ଜନଜାତି ମାଙ୍କିଡିଆ ବର୍ଗର ପ୍ରଥମ ହାଇସ୍କୁଲ ପାସ କରିଥିବା କୁହା ଯାଉଥିବା ଝିଅ ମୋନିକା ମାଙ୍କିଡିଆଙ୍କୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ଠାରେ ସମ୍ବର୍ଧିତ କରିଛନ୍ତି ।

0 comment Read Full Article

ଶ୍ରୀ ଶ୍ରୀ ଶଙ୍କରେଶ୍ୱର ମହାଦେବଙ୍କ ୬ଷ୍ଠ ବାର୍ଷିକ ଉସôବ ଆରମ୍ଭ

ରଘୁନାଥପୁର, ୨୯/୦୪/୨୦୧୭(ଓଡ଼ିଶା ସମାଚାର) –ସ୍ଥାନୀୟ ଶଙ୍କରପୁର ଠାରେ ଥିବା ଶ୍ରୀ ଶ୍ରୀ ଶଙ୍କରେଶ୍ୱର ମହାଦେବଙ୍କର ୬ଷ୍ଠ ବାର୍ଷିକ ଉସôବ,ପଂଚମୁଖୀ ହନୁମାନଙ୍କ ପ୍ରଥମ ବାର୍ଷିକ ଉସôବ ଉପଲକ୍ଷେ ବିଶ୍ୱଶାନ୍ତି ମହାଯଜ୍ଞ ମନ୍ଦିର ପରିସରରେ ମହାସମାରୋହରେ ଆରମ୍ଭ ହୋଇଛି । ଏହି ଉସôବରେ ଅଙ୍କୁରାରୋପଣ,

0 comment Read Full Article

ଜାତି ପ୍ରାଣ ମଧୁବାବୁଥିଲେ ଓଡ଼ିଆ ନବଜାଗରଣର ପୁରୋଧା

    ଜାତି ପ୍ରାଣ ମଧୁବାବୁଥିଲେ ଓଡ଼ିଆ ନବଜାଗରଣର ପୁରୋଧା

ରଘୁନାଥପୁର, ୨୯/୦୪/୨୦୧୭(ଓଡ଼ିଶା ସମାଚାର) –ଜାତୀୟ ଭାଷା-ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ  ଆଗାମୀ ଓଡିଶା ପକ୍ଷରୁ ରଘୁନାଥପୁରସ୍ଥିତ ମହାତ୍ମାଗାନ୍ଧି ସଭାକକ୍ଷରେ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ୧୬୯ ତମ ଜୟନ୍ତୀ ତଥା ଓଡ଼ିଆ ସ୍ୱାଭିମାନ ଦିବସ ପାଳିତ ଏକ ଭାବବେଗ ପରିବେଶ ମଧ୍ୟରେ

0 comment Read Full Article

‘ସୀତା ବିବାହ’ ଚିତ୍ରାନଟ୍ୟ ଲୋକାର୍ପିତ – ପୁଣିଥରେ ସିନେମା ନିର୍ମାଣ ଲାଗି ସରକାରଙ୍କୁ ଦିଆଯିବ ପ୍ରସ୍ତାବ

ଭୁବନେଶ୍ୱର, ୨୮/୦୪/୨୦୧୭(ଓଡ଼ିଶା ସମାଚାର) – ‘ସୀତା ବିବାହ ଦିବସ’ ଅବସରରେ ‘ଓଡ଼ିଶା ସିନେ କ୍ରିଟିକ୍ ଆସୋସିଏସନ୍’(ଓସିସିଏ) ପକ୍ଷରୁ ‘ସୀତା ବିବାହ’ର ଚିତ୍ରନାଟ୍ୟ ଲୋକାର୍ପିତ ହୋଇଛି । ସଚିବାଳୟ

0 comment Read Full Article

ଦ୍ୱିତୀୟ କଳିଙ୍ଗ ଯୁବ ମହୋତ୍ସବ ଉଦ୍ଘାଟିତ

ଭୁବନେଶ୍ୱର, ୨୮/୦୪/୨୦୧୭(ଓଡ଼ିଶା ସମାଚାର) –ପାଇକ ବିଦ୍ରୋହର ୨୦୦ ବର୍ଷ ପୁର୍ତି ଅବସରରେ ଓଡ଼ିଶାର ଗୌରବମୟ ଇତିହାସ, ଉକ୍ରୃଷ୍ଟ କଳା ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରିବା ସହିତ

0 comment Read Full Article

ଖୋର୍ଦ୍ଧା ସମବାୟ ବ୍ୟାଙ୍କର ଆର୍ଥôକ ସାକ୍ଷରତା କାର୍ଯ୍ୟକ୍ରମ

ଭୁବନେଶ୍ୱର, ୨୮/୦୪/୨୦୧୭(ଓଡ଼ିଶା ସମାଚାର) –ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ବାଲିପାଟଣା ଶାଖା ତରପରୁ ନରଦା ଆଇତଳଙ୍ଗ ଗ୍ରାମଠାରେ ଏକ ମୁଦ୍ରାବିହୀନ ଆର୍ଥôକ କାରବାର କର୍ମଶାଳା ଅନୁଷ୍ଠିତ ହୋଇଥିଲା

0 comment Read Full Article

ରାଜମିସ୍ତ୍ରୀ ପ୍ରଶିକ୍ଷଣ ଶିବିର

ଘଟଗାଁ, ୨୮/୦୪/୨୦୧୭(ଓଡ଼ିଶା ସମାଚାର) –ଓଡ଼ିଶାର ଅଗ୍ରଣୀ ଆଜବେଷ୍ଟସ କମ୍ପାନୀ ଚାରମିନାର ଆଜବେଷ୍ଟସ ସୌଜନ୍ୟରୁ ସ୍ଥାନୀୟ ପାନ୍ଥଶାଳା ଠାରେ ଏକ ରାଜମିସ୍ତ୍ରୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି 

0 comment Read Full Article

ମଧୁବାବୁଙ୍କୁ ଭାରତ ରନô ଦାବି : କୋଲକାତାରୁ ଆରମ୍ଭ ହେବ ସ୍ୱାକ୍ଷର ଅଭିଯାନ

ଭୁବନେଶ୍ୱର, ୨୮/୦୪/୨୦୧୭(ଓଡ଼ିଶା ସମାଚାର) –ଉକôଳ ଗୈାରବ ମଧୁସୁଦନ ଦାସଙ୍କୁ ଭାରତ ରନô ପ୍ରଦାନ ଦାବି କରି ଲୟର୍ସ ଗ୍ରୁପ୍ ପକ୍ଷରୁ ଏକ ଲକ୍ଷ ସ୍ୱାକ୍ଷର ସଂଗ୍ରହ କରାଯିବ

0 comment Read Full Article

ଅବସରପ୍ରାପ୍ତ ଶିକ୍ଷକ ଓ ବିୁଦ୍ଧିଜୀବି ଶିକ୍ଷା ବିକାଶ ପରିଷଦ ପକ୍ଷରୁ ବନ୍ଧୁ ମିଳନ

  ଅବସରପ୍ରାପ୍ତ ଶିକ୍ଷକ ଓ ବିୁଦ୍ଧିଜୀବି ଶିକ୍ଷା ବିକାଶ ପରିଷଦ ପକ୍ଷରୁ ବନ୍ଧୁ ମିଳନ

 ତାରପୁର,୨୮/୦୪/୨୦୧୭( ଓଡ଼ିଶା ସମାଚାର) –ରଘୁନାଥପୁର ବ୍ଲକ୍ ପାଟେଣିଗାଁ ବର୍ତିସ୍ଥିତ  ହରିକୃଷ୍ଣ ବିଦ୍ୟାପିଠରେ ଆଜି  ଅବସରପ୍ରାପ୍ତ ଶିକ୍ଷକ ଓ ବିୁଦ୍ଧିଜୀବି ଶିକ୍ଷା ବିକାଶ ପରିଷଦ ପକ୍ଷରୁ  ଏକ ବନ୍ଧୁ

0 comment Read Full Article
1 2 3 53

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...