ଓଡ଼ିଶା ସମାଚାର

ସ୍ୱାସ୍ଥ୍ୟ

 Current News
  • No posts where found

ବିଶ୍ୱ ଆସ୍ଥମା ସପ୍ତାହ : ଶ୍ୱାସମୁକ୍ତ ଆନ୍ଦୋଳନରେ ସାମିଲ ହୋଇ ଫୁସଫୁସକୁ ସୁରକ୍ଷିତ ରଖନ୍ତୁ

ଭୁବନେଶ୍ୱର, ୨୮/୦୪/୨୦୧୭(ଓଡ଼ିଶା ସମାଚାର) –ଆମ ଜୀବନ ବଂଚିବାର ପଦ୍ଧତି ବିଭିନ୍ନ ଦୈନନ୍ଦିନ ରୋଗର କାରଣ ହୋଇଥାଏ । ଧୂମ୍ରପାନ, ଖାଦ୍ୟ ପ୍ରଣାଳୀ, ଶାରୀରିକ ଓ ମାନସିକ ପରିଶ୍ରମ

0 comment Read Full Article

ବିଲ୍ଲା ଉପସ୍ୱାସ୍ଥ୍ୟକେନ୍ଦ୍ରଟି ଜରାଜିନ୍ନ ଅବସ୍ଥାରେ, ଲୋକେ ସ୍ୱାସ୍ଥ୍ୟସେବା ପାଇବାରୁ ବଂଚିତ

  ବିଲ୍ଲା ଉପସ୍ୱାସ୍ଥ୍ୟକେନ୍ଦ୍ରଟି ଜରାଜିନ୍ନ ଅବସ୍ଥାରେ, ଲୋକେ ସ୍ୱାସ୍ଥ୍ୟସେବା ପାଇବାରୁ ବଂଚିତ

ହରିଚନ୍ଦନପୁର, ୨୭/୦୪/୨୦୧୭(ଓଡ଼ିଶା ସମାଚାର) –ଆଦିବାସୀ ଅଂଚଳ ଲୋକମାନେ ଯେପରି ସ୍ୱାସ୍ଥ୍ୟସେବାରୁ ବଂଚିତ ନ ରହନ୍ତି ସେଥିପାଇଁ ସରକାର ଗ୍ରାମାଂଚଳ ଗୁଡିକରେ ଏନ୍ଏମ୍ ସେଂଟର ଖୋଲା ଯାଇଛି ।

0 comment Read Full Article

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

  ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ଯାଜପୁର, ୨୬/୦୪/୨୦୧୭(ଓଡ଼ିଶା ସମାଚାର/ଏ.ରାଉତ) -ଯାଜପୁର ଜିଲ୍ଳ୍ାକୁ ମ୍ୟାଲେରିଆ ମୁକ୍ତ କରିବାକୁ ପ୍ରତ୍ୟେକ ସଂକଳ୍ପବଦ୍ଧ ହେବାକୁ ଜିଲ୍ଳ୍ା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି ଆହ୍ୱାନ ଦେଇଚ୍ଥନ୍ତି । 

0 comment Read Full Article

ବିଶ୍ୱ ମ୍ୟାଲେରିଆ ଦିବସ : ୨୦୩୦ ସୁଦ୍ଧା ମ୍ୟାଲେରିଆ ନିରାକରଣ ଲକ୍ଷ୍ୟ ହାସଲ ଉପରେ ଗୁରୁତ୍ୱ

  ବିଶ୍ୱ ମ୍ୟାଲେରିଆ ଦିବସ : ୨୦୩୦ ସୁଦ୍ଧା ମ୍ୟାଲେରିଆ ନିରାକରଣ ଲକ୍ଷ୍ୟ ହାସଲ ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୨୫/୦୪/୨୦୧୭(ଓଡ଼ିଶା ସମାଚାର/ପ୍ରଭାକର ସାହୁ) –ମ୍ୟାଲେରିଆ ଏକ ବିରାଟ ଜନସ୍ୱାସ୍ଥ୍ୟ ସମସ୍ୟା । ରାଜ୍ୟର ପ୍ରାୟ ୨୧ ଟି ଜିଲ୍ଲାରେ ମ୍ୟାଲେରିଆ ପ୍ରାଦୁର୍ଭାବ ଅଧିକ । ବିଶେଷକରି

0 comment Read Full Article

ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଆମ୍ବୁଲାନ୍ସ ରୋଗୀ ସେବାରେ ଲାଗୁନଥିବା ଅଭିଯୋଗ

  ଯାଜପୁର, ୨୫/୦୪/୨୦୧୭(ଓଡ଼ିଶା ସମାଚାର/ଏ.ରାଉତ) – ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ୨୦୧୦ ମସିହାରୁ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ରୋଗୀଙ୍କୁ ସେବା ଦେବା ପାଇଁ ଏକ ମହିଳା

0 comment Read Full Article

ତିନି ଗୋଟି ଜିଲ୍ଲ୍ାରେ ଔଷଧୀୟ ମଶାରୀ ବଂଟନ ଆରମ୍ଭ ମଙ୍ଗଳବାର – ୧୭ ଟି ଜିଲ୍ଲାର ୨ କୋଟିରୁ ଉଦ୍ଧ୍ୱର୍ ଲୋକ ଉପକୃତ ହେବେ

ଭୁବନେଶ୍ୱର,୨୪/୦୪/୨୦୧୭(ଓଡ଼ିଶା ସମାଚାର/ପ୍ରଭାକର ସାହୁ) – ଆସନ୍ତା କାଲି ( ୨୫.୪.୨୦୧୭)ଠାରୁ ମାଲକାନଗିରି , କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାରେ ଔଷଧୀୟ ମଶାରୀ ବଂଟନ ଆରମ୍ଭ ହେଉଛି ।

0 comment Read Full Article

ଓଡ଼ିଶା ମେଡିକାଲ ସେବା କ୍ୟାଡର ପୁନର୍ବିନ୍ୟାସ; ବଢ଼ିଲା ୧୩୩୦ ପଦ

ଭୁବନେଶ୍ୱର, ୨୧/୦୪/୨୦୧୭(ଓଡ଼ିଶା ସମାଚାର) – ରାଜ୍ୟରେ ସ୍ୱାସ୍ଥ୍ୟ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବା ସହ ଚିକିସôା ସେବାକୁ ତ୍ୱରାନ୍ୱିତ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଓଡ଼ିଶା

0 comment Read Full Article

ସୁକିନ୍ଦା ଖଣି ଅଂଚଳରେ ସରକାରୀ ଡାକ୍ତରଖାନ ଖୋଲୁ

ଯାଜପୁର, ୨୧/୦୪/୨୦୧୭(ଓଡ଼ିଶା ସମାଚାର/ଅକ୍ଷୟ ରାଉତ) – ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ନଗଡା ଶିଶୁ ଅପମୃତୁ୍ୟ ଘଟଣା ସରକାରଙ୍କ ଦୃଷ୍ଟିକୁ ଆସିବା କ୍ଷଣି ରାଜ୍ୟ ସରକାର ତୁରନ୍ତ

0 comment Read Full Article

୨୨ତମ ଏସିଆନ୍ ଆଥେଲେଟିକ୍ସ୍ ଚମ୍ପିୟନସିପ୍ – ୨୦୧୭ : ମେଡିକାଲ ଓ ଡୋପିଂ କମିଟି ପ୍ରଥମ ବୈଠକ

  ୨୨ତମ ଏସିଆନ୍ ଆଥେଲେଟିକ୍ସ୍ ଚମ୍ପିୟନସିପ୍ – ୨୦୧୭ : ମେଡିକାଲ ଓ ଡୋପିଂ କମିଟି ପ୍ରଥମ ବୈଠକ

ଭୁବନେଶ୍ୱର, ୨୦/୦୪/୨୦୧୭(ଓଡ଼ିଶା ସମାଚାର/ପ୍ରଭାକର ସାହୁ) – ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଥିବା ୨୨ତମ ଏସିଆନ୍ ଆଥେଲେଟିକ୍ସ୍ ଚମ୍ପିୟନସିପ୍ ୨୦୧୭ ପାଇଁ ଗଠିତ ମେଡିକାଲ ଓ ଡୋପିଂ କମିଟିର

0 comment Read Full Article

୭ ଦଫା ଦାବି ନେଇ ସିନ୍ଧେକେଲା ସିଏଚ୍ସି ସମ୍ମୁଖ ରେ ଆମରଣ ଅନଶନ

  ୭ ଦଫା ଦାବି ନେଇ ସିନ୍ଧେକେଲା ସିଏଚ୍ସି ସମ୍ମୁଖ ରେ ଆମରଣ ଅନଶନ

ବେଙ୍ଗାମୁଣ୍ଡା , ୧୯/୦୪/୨୦୧୭(ଓଡ଼ିଶା ସମାଚାର) –କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଂଚଲ ରେ ରହିଥିବା ବିଭିନ୍ନ ପ୍ରକାର ରୋଗୀ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଠିକ ଭାବେ ପହଂଚାଇବା

0 comment Read Full Article

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...